ଦେବଗଡ଼: ଦ୍ବିତୀୟ ଦିନ‌ରେ ବି ପଡ଼ିଲାନି ଗୋଟିଏ ପ୍ରାର୍ଥିପତ୍ର

Advertisment
ଦେବଗଡ଼: ଦ୍ବିତୀୟ ଦିନ‌ରେ ବି ପଡ଼ିଲାନି ଗୋଟିଏ ପ୍ରାର୍ଥିପତ୍ର

ଦେବଗଡ଼,: ଆସନ୍ତା ଏପ୍ରିଲ ୨୩ ତାରିଖରେ ଜିଲ୍ଲାରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଗୁରୁବାରଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ ଗୋଟିଏ ବି ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ବେଳେ ଶୁକ୍ରବାର ଦ୍ବିତୀୟ ଦିନରେ ବି ଅନୁରୂପ ସ୍ଥିତି ବଜାୟ ରହିଛି। ଆଜି ବି ଆଦୌ ପ୍ରାର୍ଥିପତ୍ର ଦାଖଲ ହାଇ ନଥିବା ଜଣାପଡ଼ିଛି। ପ୍ରକାଶ ଥାଉ କି ପ୍ରଥମ ଦିନରେ ପ୍ରାର୍ଥୀମାନେ ୨ଟି ପ୍ରାର୍ଥିପତ୍ର ନେଇଥିବା ବେଳେ ଦ୍ବିତୀୟ ଦିନରେ ୩ଟି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe