ରିଆମାଳ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା

Advertisment
ରିଆମାଳ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା

ରିଆମାଳ: ଆଜି ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ରିଆମାଳ ଜଗନ୍ନାଥ ମନ୍ଦିରରେ ପ୍ରଭୁ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ସ୍ନାନ ବେଦୀକୁ ଆଣି ପୂଜାର୍ଚ୍ଚନା ପରେ ସ୍ନାନ କରାଯାଇଥିଲା। ପୂଜକ ଧୂବେଇଧର ନନ୍ଦଙ୍କ ପୂଜା କାର୍ଯ୍ୟ ସମାପନ ପରେ ମନ୍ଦିରର ସେବାୟତମାନେ ଶ୍ରୀଜିଉଙ୍କୁ ସ୍ନାନ କରାଇଥିଲେ।

ବରିଷ୍ଠ ସେବାୟତ ଅରୁଣ ଦାସ, ଜଳନ୍ଧର ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ବିଜୟ ଦାସ, ରାକେଶ ଦାସ, ରଘୁ ଦାସ, ସୁରୁ ଦାସ ଓ ଜନମ ଦାସଙ୍କ ସମେତ ସମସ୍ତ ସେବାୟତ ସ୍ନାନ କରାଇଥିଲେ। ସେଠାରେ ସମାଜସେବୀ ଗାନ୍ଧିଚରଣ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe