ବ୍ୟବସାୟୀଙ୍କ ଘରୁ ଚୋରି

Advertisment
ବ୍ୟବସାୟୀଙ୍କ ଘରୁ ଚୋରି

ଦେବଗଡ଼: ଦେବଗଡ ପୌରାଞ୍ଚଳ ଅନ୍ତର୍ଗତ ଖପର ସାହିର ଜଣେ ବ୍ୟବସାୟୀଙ୍କ ଘରୁ ଶନିବାର ରାତିରେ ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖପର ସାହି ନିବାସୀ ବ୍ୟବସାୟୀ ଶ୍ୟାମବାବୁ ପ୍ରସାଦଙ୍କ ପରିବାର ସବୁଦିନ ଭଳି ଗତ ରାତିରେ ବି ଖାଇ ପିଇ ଶୋଇଥିଲେ। ଏକ ବ୍ୟାଗରେ ଥିବା ସୁନା କାନ ଫୁଲ, ହାତ ଘଣ୍ଟା, ମୋବାଇଲ ଓ ନଗଦ ୧ ହଜାର ଟଙ୍କା ନେଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe