ଦେବଗଡ଼,: ଦେବଗଡ଼ ଥାନା ବଣିଆଁକିଲିଣ୍ଡା ନିକଟ ରାଇସ ମିଲରୁ ଧାନ ବସ୍ତା ଚୋରି ଅଭିଯୋଗରେ ଦେବଗଡ଼ ପୁଲିସ ପଳସାକୁଦର ଗ୍ରାମର ଅଜୟ ଡାଙ୍ଗ (୨୦) ଓ ସିମିଳିଆବାହାଳ ଗ୍ରାମର ସୋନୁ ମୁଣ୍ଡା(୩୧)ଙ୍କୁ ଗିରଫ ବୁଧବାର କୋର୍ଟ ଚାଲାଣ କରିଛି। ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ୨୫ ତାରିଖ ରାତିରେ ଚୋରି କରୁଥିବା ବେଳେ ସୁରକ୍ଷା କର୍ମଚାରୀ ଏମାନଙ୍କୁ କାବୁ କରିଥିଲେ। ପୁଲିସର ଜିମା ଦେଇଥିଲେ।
ଧାନ ବସ୍ତା ଚୋରି ଘଟଣାରେ ୨ ଗିରଫ
Advertisment
Follow Us