ଦେବଗଡ଼: ଦେବଗଡ ଥାନା ତିଲେଇବଣି ଗ୍ରାମରେ ଜଣେ ମହିଳାଙ୍କ ବୁଧବାର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ସୁରେଶ ଶବରଙ୍କ ସ୍ତ୍ରୀ ସୌଦାମିନୀ (୩୬)ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବଗଡ ପୁଲିସ ଏକ ଅପମୃତ୍ୟୁ ମାମଲାରେ ଘଟଣାର ତଦନ୍ତ କରୁଛି।
ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ
Advertisment
Follow Us