ଅବସରର ଦିନକ ପୂର୍ବରୁ ଦେବଗଡ଼ କଲେଜ୍‌ ଅଧ୍ୟକ୍ଷ ନିଲମ୍ବିତ

Advertisment
ଅବସରର ଦିନକ ପୂର୍ବରୁ ଦେବଗଡ଼ କଲେଜ୍‌ ଅଧ୍ୟକ୍ଷ ନିଲମ୍ବିତ

www.deogarhcollege.org.in

ଦେବଗଡ଼: ଦେବଗଡ଼ କଲେଜର ପୂର୍ବତନ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀଙ୍କ ପେନସନ ସମ୍ବନ୍ଧୀୟ କାଗଜପତ୍ର ଦାଖଲ କରିବାରେ ଅବହେଳା ‌ହୋଇଛି। ଏହି ଅଭିଯୋଗରେ ଦେବଗଡ଼ କଲେଜ ବର୍ତ୍ତମାନର ଅଧ୍ୟକ୍ଷ ଅଶୋକ ନାୟକଙ୍କୁ ଗତକାଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

ଆଜି (ବୁଧବାର) ସେ ତାଙ୍କ ଚାକିରି ଜୀବନରୁ ବିଧିବଦ୍ଧ ଭାବରେ ଅବସର ନେଇଥାନ୍ତେ। ମାତ୍ର ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପତ୍ର ନଂ-୨୨୯୧୨/ତା-୩୦-୦୫-୨୦୨୩ ଅନୁସାରେ ତାଙ୍କୁ ନିଲମ୍ବନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe