ଓଲଟିଲା ଟ୍ରକ୍: ୫ ଶ୍ରମିକ ଗରୁତର, ୧୫ରୁ ଅଧିକ ଆହତ

Advertisment
ଓଲଟିଲା ଟ୍ରକ୍: ୫ ଶ୍ରମିକ ଗରୁତର, ୧୫ରୁ ଅଧିକ ଆହତ

କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡ଼ଝରା ନୂଆସାହିଠାରେ ଏକ ଟ୍ରକ୍ ଓଲଟିବା ଫଳରେ ପ୍ରାୟ ୨୦ ଜଣ ଲୋକ ଆହତ ହୋଇଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ବେଳକୁ ରେଲଓ୍ବେ ସାଇଡକୁ କାମ କରିବାକୁ ଯାଉଥିବା ବେଳେ ଟାଟା ଆଇଚର ଗାଡ଼ି ଓଲଟିଥିଲା

publive-image

ସେଥିମଧ୍ୟରୁ ୫ ଜଣ ଗୁରୁତର ଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ଶ୍ରମିକ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe