ଭୁବନରୁ ତିନୋଟି ଚୋରା ବାଇକ ଉଦ୍ଧାର

Advertisment
ମହିଳା ଏସ୍‌ଆଇଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

image source-odishapolice.gov.in

ଢେ଼ଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ଅଞ୍ଚଳରୁ ତିନୋଟି ଚୋରା ବାଇକ ଉଦ୍ଧାର କରାଯାଇଛି। ଖବର ନେବାରୁ ଜଣାଯାଇଛି, କଟକର ମଧୁପାଟଣା ଥାନା ଅଞ୍ଚଳରୁ ଚୋରି ହୋଇଥିବା ବାଇକଗୁଡ଼ିକୁ ମଧୁପାଟଣା ପୁଲିସ, ଭୁବନ ପୁଲିସ ସହାୟତାରେ ତିନୋଟି ଚୋରା ବାଇକ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହି କାର୍ଯ୍ୟରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାକୁ ନେଇ ପୁଲିସ ପକ୍ଷରୁ ଖୋଳତାଡ଼ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe