ହିନ୍ଦୋଳ ରେଞ୍ଜ କାନ୍ଧରା ବନାଞ୍ଚଳରୁ ୪ ଶିକାରୀ ଗିରଫ

Advertisment
ହିନ୍ଦୋଳ ରେଞ୍ଜ କାନ୍ଧରା ବନାଞ୍ଚଳରୁ ୪ ଶିକାରୀ ଗିରଫ

ଢେଙ୍କାନାଳ: ହିନ୍ଦୋଳ ରେଞ୍ଜ କାନ୍ଧରା ବନାଞ୍ଚଳର କଂପାର୍ଟମେଣ୍ଟ -୧ରେ ଶିକାର ଉଦ୍ଦେଶ୍ୟରେ ବନ୍ଧୁକ ଧରି ଯାଉଥିବା ୪ଯୁବକଙ୍କୁ ବନ ବିଭାଗ କର୍ମଚାରୀମାନେ ଆଜି ଗିରଫ କରାଯାଇଛି। ଏନେଇ ଡିଏଫଓ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଉଲ୍ଲାବ ଗ୍ରାମର ପ୍ରଭାକର ନାଏକ (୫୨), ଓସ୍ତପାଳ ଗ୍ରାମର ବୁଲୁ ପ୍ରଧାନ (୨୩) ଏବଂ ଶତ୍ରୁଘ୍ନ ପ୍ରଧାନ (୨୩)। ଢେଙ୍କାନାଳ ହିନ୍ଦୋଳ ବ୍ଲକ କରମୂଳ ଗ୍ରାମର ସୁଶାନ୍ତ ପ୍ରଧାନ (୩୫)ଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe