ଚୋରା ବନ୍ଧୁକ ଜବତ, ଯୁବକ ଗିରଫ

Advertisment
ଚୋରା ବନ୍ଧୁକ ଜବତ, ଯୁବକ ଗିରଫ

ଢେଙ୍କାନାଳ: ସଦର ଥାନା ପଦ୍ମନାଭପୁର ଗ୍ରାମର ନିବାସ ପ୍ରଧାନ(୪୦)ଙ୍କ ଘରୁ ଆଜି ସକାଳେ ପୁଲିସ ଏକ ଚୋରା ଦେଶୀ ବନ୍ଧୁକ ଜବତ କରି ତାଙ୍କୁ ଗିରଫ କରିଛି। ସେଠାରୁ ପୁଲିସ ଏକ ଏସ୍‌ବିଏମ୍‌ଏଲ୍‌ ଦେଶୀ ବନ୍ଧୁକ ଜବତ କରିିଛି। ନିବାସ ବନ୍ଧୁକର କାଗଜପତ୍ର ଦେଖାଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ ପ୍ରକାଶ କରିଛି। ଏ ସ˚ପର୍କରେ କେସ୍‌ ନମ୍ବର ୪୩୯/୨୦୧୮, ଦଫା ୨୫ ଆର୍ମସ୍‌ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ମଳୟ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe