ଢେଙ୍କାନାଳ: ରେଙ୍ଗାଳି ଶାଖା କେନାଲ ଭାଙ୍ଗି ଗାଁ ଭିତରକୁ ପଶିଲା ପାଣି

Advertisment
ଢେଙ୍କାନାଳ: ରେଙ୍ଗାଳି ଶାଖା କେନାଲ ଭାଙ୍ଗି ଗାଁ ଭିତରକୁ ପଶିଲା ପାଣି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ପଂଚାୟତ ବାଇସିଙ୍ଘ ଗ୍ରାମରେ ରେଙ୍ଗାଳି ଭଇରପୁର ଶାଖା କେନାଲ ଭାଙ୍ଗି ଗାଁ ଭିତରକୁ ପାଣି ପଶିଛି। ଫଳରେ ଲୋକେ ଆତଙ୍କିତ ହୋଇଛନ୍ତି। ଆଜି ସକାଳେ ଗାଁ ପାଖ ଦେଇ ଯାଇଥିବା କେନାଲରେ ଘାଇ ହୋଇଥିଲା ପରେ ପରେ ଏହା ୧୦ ଫୁଟ ଗଭୀର ଘାଇ ହୋଇଯାଇଥିଲା। ପାଣି ଗାଁ ଭିତରକୁ ଆସିଥିଲା। ଲୋକମାନେ ପାଣିକୁ ବନ୍ଧାଇ ରଖିଛନ୍ତି ତଥାପି ଗାଁ ଭିତରେ ଲହଡି ମାରୁଚି ପାଣି। ଲୋକମନେ ଅଭିଯୋଗ କରିଛନ୍ତି, ନିମ୍ନମାନର କାମ ପାଇଁ ଏପରି ହୋଇଛି। କେନାଲ ଭାଙ୍ଗିବା ପରେ ବି କୌଣସି ଅଧିକାରୀ ଆସିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe