ଅଁଳାବେରେଣି ନିକଟରେ କାର୍ ଦୁର୍ଘଟଣା: ଭାଙ୍ଗିଲା ଘର କାନ୍ଥ ଓ ଆଜବେଷ୍ଟସ୍

Advertisment
ଅଁଳାବେରେଣି ନିକଟରେ କାର୍ ଦୁର୍ଘଟଣା: ଭାଙ୍ଗିଲା ଘର କାନ୍ଥ ଓ ଆଜବେଷ୍ଟସ୍

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣାଗସ୍ତ ହୋଇଥିବାର ଖବର ମିଳିଛି। ଏହାଫଳରେ ଘରର କାନ୍ଥ ଭାଙ୍ଗିଥିବା ବେଳେ ଛାତରୁ ଆଜବେଷ୍ଟସ୍ ଖସିପଡ଼ିଥିବାର ଦେଖିବାକୁ ମିଳିଛି।

ତେବେ ଏଥିରେ କାହାରି କିଛି କ୍ଷତି ହୋଇନଥିବା ଜଣାଯାଇଛି। କାମାକ୍ଷାନଗର ପଟୁ ଢେଙ୍କାନାଳ ଆଡ଼କୁ ଯାଉଥିବା କାର ରାସ୍ତା କଡ଼ରେ ଥିବା ଗୋଟିଏ ଘର ଆଡ଼କୁ ମାଡ଼ିଯିବା ସାଙ୍ଗକୁ ଘରର କାନ୍ଥ ଭାଙ୍ଗିବା ସାଙ୍ଗକୁ ଉପରେ ପଡ଼ିଥିବା ଆଜବେଷ୍ଟସକୁ ଭାଙ୍ଗି ଦେଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe