ଟ୍ରାକ୍ଟର ଚାପାରେ ଚାଲିଗଲା ଶିଶୁର ଜୀବନ

Advertisment
ଟ୍ରାକ୍ଟର ଚାପାରେ ଚାଲିଗଲା ଶିଶୁର ଜୀବନ

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା କନ୍ତିଓପୋଟ ସାହି ଗାଁରେ ଆଜି ମଧ୍ୟାହ୍ନ ସମୟରେ ଟ୍ରାକ୍ଟର ଚାପାରେ ଜଣେ ୪ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଘର ଆଗରେ ଗାଁର ବିଜୟ ଦେହୁରୀଙ୍କ ପୁଅ ବିସ୍ମୟ ଦେହୁରୀ (୪) ଖେଳୁଥିବା ବେଳେ ଅସାବଧାନତା ପାଇଁ ଗୋଟିଏ ଟ୍ରାକ୍ଟର ସେହି ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଏହା ଉପରେ ପୁଲିସ ଅଧିକ ତଦନ୍ତ ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe