ଧରାଶାୟୀ ହେଲା ଲାନକୋ ପାୱାର ପ୍ଲାଣ୍ଟର ଚିମିନି

Advertisment
ଧରାଶାୟୀ ହେଲା ଲାନକୋ ପାୱାର ପ୍ଲାଣ୍ଟର ଚିମିନି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ଖଳପ୍ରସାଦ ଗାଁରେ ଥିବା ଲାନ୍‌କୋ ପ୍ଲାଣ୍ଟ୍‌ର ଚିମିନିକୁ ବ୍ଲାଷ୍ଟ କରି ଭଙ୍ଗାଯାଉଛି। ସୂଚନାଯୋଗ୍ୟ ଲାନ୍‌କୋ ପକ୍ଷରୁ ଏହାକୁ ଏକ ପାୱାର ପ୍ଲାଣ୍ଟ୍‌ କରାଯାଇଥିଲା। ମାତ୍ର କୌଣସି କାରଣରୁ ଏହା ନ ଚାଲିବାରୁ ଏହାକୁ ଅନ୍ୟ ଏକ କମ୍ପାନିକୁ ବିକ୍ରି କରିଦିଆଯାଇଛି।

ନୂଆ କମ୍ପାନି କର୍ତୃପକ୍ଷ ଏହାକୁ ଭାଙ୍ଗୁଥିବା ବେଳେ ତିଆରି ହୋଇଥିବା ଚିମିନିକୁ ବ୍ଲାଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe