ପଥର ମାଫିଆଙ୍କ ଆକ୍ରମଣରେ ଡିଏଫଓଙ୍କ ମୁଣ୍ଡ ଫାଟିଲା

Advertisment
ପଥର ମାଫିଆଙ୍କ ଆକ୍ରମଣରେ ଡିଏଫଓଙ୍କ ମୁଣ୍ଡ ଫାଟିଲା

twitter.com

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା କୁରୁମଟାଙ୍ଗର ପଥର ଖଣିକୁ ଗତକାଲି ରାତିରେ ଡିଏଫଓ ପ୍ରକାଶ ଚନ୍ଦ୍ର ଗୋଗିନେନି ଚଢ଼ାଉ କରିଥିବା ବେଳେ ପଥର ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିବାର ଖବର ମିଳିଛି। ପଥରେମାଡ଼ ରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏ ସମ୍ପର୍କରେ ଡିଏଫଓ ଗୋବିନ୍ଦପରୁ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭଯୋଗ କ୍ରମେ ପୁଲିସ ୬ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe