ଢେ଼ଙ୍କାନାଳରେ ଦନ୍ତାର ମୃତ୍ୟୁ

Advertisment
ଢେ଼ଙ୍କାନାଳରେ ଦନ୍ତାର ମୃତ୍ୟୁ

mother jones

ଢେ଼ଙ୍କାନାଳ: ଢେ଼ଙ୍କାନାଳ ସଦର ଭାପୁର ଅନ୍ତର୍ଗତ ଗୋବିନ୍ଦ ପ୍ରସାଦ ଗାଁରେ ଗତ ରାତିରେ ଏକ ଦନ୍ତା ମୃତ୍ୟୁବରଣ କରିଛି। ବିଦ୍ୟୁତ ଆଘାତରେ ହାତୀଟି ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ବନ ବିଭାଗ ପକ୍ଷରୁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe