ହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଇଲେ ବୃଦ୍ଧ

Advertisment
ଜଙ୍ଗଲକୁ ଶାଳପତ୍ର ଆଣିବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

symbolic pic

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ କାକୁଡିଭାଗ ପଞ୍ଚାୟତ ଗୁହାଳଡ଼ିହି ଗ୍ରାମର ଜଣେ ବୃଦ୍ଧ ହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଦୟାନନ୍ଦ ସୁତାର(୬୦)। ସୂଚନା ଅନୁଯାୟୀ, ବୟସ. ଆଜି ଭୋର ସାଢ଼େ ୪ଟା ସମୟରେ ଶୌଚ ହେବାପାଇଁ ‌ସେ ବିଲକୁ ଯାଇଥିଲେ। ସେଠାରେ ପୂର୍ବରୁ ଥିବା ଏକ ହାତୀ ତାଙ୍କୁ ଦଳି ଦେଇଥିଲା।

ଖବର ପାଇ ପରିବାର ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe