କାମାକ୍ଷାନଗର ଲେମ୍ବୁପାଳରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

Advertisment
କଳାହାଣ୍ଡି: ଚକଡ଼ା ପୋକରେ ଫସଲ ନଷ୍ଟ ହେବାରୁ ଜୀବନ ହାରିଲେ ଚାଷୀ!

ଢେଙ୍କାନାଳ: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଲେମ୍ବୁପାଳ ଗ୍ରାମରେ ଶୁକ୍ରବାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲ ନଷ୍ଟ ହେବା ପରେ ଋଣଭାରରେ ଅତିଷ୍ଠ ହୋଇଥିବା ଚାଷୀ ଜଣକ ଅନ୍ୟ ଉପାୟ ନପାଇ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା ସମ୍ପର୍କରେ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe