ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ଜଙ୍ଗଲରେ ଲାଗିଛି ନିଆଁ

Advertisment
ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ଜଙ୍ଗଲରେ ଲାଗିଛି ନିଆଁ

ଭୁବନ: ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ କେମିତି ଲାଗିଲା ଅସ୍ପଷ୍ଟ ଥିବା ବେଳେ ୪ ଟି ପାହାଡ଼ର ଅନେକ ପାର୍ଶ୍ଵରେ ନିଆଁ ପ୍ରଖର ବେଗରେ କାୟା ବିସ୍ତାର କରିଛି।

ଖବର ପାଇ ଅଗ୍ନିଶମ ବିଭାଗ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିବାର ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe