Image Courtesy of Times of India
ଢେଙ୍କାନାଳ: ଚଳନ୍ତା କେମିକାଲ ବୋଝେଇ କଣ୍ଟେନରରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ୫୫ ନମ୍ବର ଜାତୀୟ ରାଜପଥ ଆନନ୍ଦନଗର ନିକଟରେ।
କେମିକାଲ ବୋଝେଇ କଣ୍ଟେନରଟି ପାରାଦୀପରୁ ମୁମ୍ବାଇ ଯାଉଥିବାର ସୂଚନା ରହିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଢେଙ୍କାନାଳ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି।
Follow Us