କମାକ୍ଷାନଗର: ରାମିଆଳ ସେତୁ ଉପରେ ଟ୍ରକ ଧକାରେ ସ୍କୁଟି ଅରୋହୀଙ୍କ ମୃତ୍ୟୁ

Advertisment
ଦୁର୍ଘଟଣାଜନିତ ମୃତ୍ୟୁ ସହାୟତାରେ ବି ପାତରଅନ୍ତର: ସଡ଼କ ଦୁର୍ଘଟଣାରେ ମଲେ ମିଳୁନି ସହାୟତା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ଥାନା ରେକୁଳା - ମହୁଲପାଳ ରାମିଆଳ ସେତୁ ଉପରେ ଟ୍ରକ ଧକାରେ ସ୍କୁଟି ଅରୋହୀଙ୍କ ମୃତ୍ୟୁ ଘଟିଛି। ଆଜି କମାକ୍ଷାନଗର ହାଟରୁ ହାଟ କରି ମହୁଲପାଳ ଗାଁର ଧୀରେନ କୁମାର ପଟ୍ଟନାୟକ (୫୦ବର୍ଷ) ଘରକୁ ଫେରୁଥିବା ସମୟରେ ମହୁଲପାଳ ଆଡୁ କମାକ୍ଷାନଗର ଆଡକୁ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ସ୍କୁଟି ଅରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe