The Himalayan Times
ଢେଙ୍କାନାଳ: ଜିଲ୍ଲା ପର୍ଜଙ୍ଗ ଥାନା କୁଆଳୋ କେନାଲରୁ ଆଜି ସକାଳୁ ବୋଲବମ ଭକ୍ତ ପାଣି ଉଠାଇବା ବେଳେ, ଜଣେ କାଉଡ଼ିଆ ବୁଡ଼ି ଯାଇ ନିଖୋଜ ହୋଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି। ନିଖୋଜ ଯୁବକ ଜଣଙ୍କ ତାଳଚେର ହାଟତୋଟା ଅଞ୍ଚଳର ବୋଲି ଜଣା ପଡ଼ିଛି। ଅଷ୍ଟଶମ୍ଭୁଙ୍କ ନିକଟରେ ପାଣି ଢାଳିବା ପାଇଁ ସେ ଆସିଥିଲେ ବୋଲି ସୂଚନା ରହିଛି।
Follow Us