ଚୋରି ସନ୍ଦେହରେ ଯୁବକଙ୍କୁ ବାଡ଼େଇ ବାଡ଼େଇ ମାରିଦେଲେ

Advertisment
ଚୋରି ସନ୍ଦେହରେ ଯୁବକଙ୍କୁ ବାଡ଼େଇ ବାଡ଼େଇ ମାରିଦେଲେ

kalinga tv

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଡେଙ୍ଗାବରେଇ ଗ୍ରାମରେ ଚୋରି ସନ୍ଦେହରେ ଗ୍ରାମର କିଛି ଲୋକ ଗ୍ରାମର ଅକ୍ଷୟ ପଣ୍ଡାଙ୍କୁ ଡାକି ପଚରାଉଚରା କରୁଥିଲେ। ପରେ ଶ୍ରୀ ପଣ୍ଡାଙ୍କୁ ବାଡ଼େଇ ବାଡ଼େଇ ଗୁରୁତର କରିଥିଲେ।

ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସଦର ଥାନା ପୁଲିସ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe