ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଜବାହାରଚୌକ ଛକ ନିକଟରେ କାନ୍ଥ ଭୁଷୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶ୍ରମିକମାନେ ଘର ନିର୍ମାଣ କାମ କରୁଥିବା ବେଳ ପୁରୁଣା ଘରର କାନ୍ଥ ଭୁଷୁଡି ଘଟିଥିଲା ଅଘଟଣା।
/sambad/media/post_attachments/wp-content/uploads/2022/03/da54b321-d2f5-42d1-8452-214c95815b4f.jpg)
ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ଆହତ ଶ୍ରମିକଙ୍କ ମଧ୍ୟରୁ ଜଣେ ହେଲେ କରୁଣାକର ବେହେରା ଅନ୍ୟ ଜଣେ ଶ୍ରମିକର ଅଭିନ୍ନ ନାଏକ। ଅଘଟଣ ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
Follow Us