ପର୍ଜଙ୍ଗରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଗ୍ରିଲ୍ ତାଡ଼ିଲେ ଦୁର୍ବୃତ୍ତ

ପର୍ଜଙ୍ଗରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଗ୍ରିଲ୍ ତାଡ଼ିଲେ ଦୁର୍ବୃତ୍ତ

image source-odisha police

ପର୍ଜଙ୍ଗ: ପର୍ଜଙ୍ଗରେ ଗତକାଲି ଥିଲା ଉପ ନିର୍ବାଚନ। ପୁଲିସ ପ୍ରଶାସନ ନିର୍ବାଚନରେ ମାତିଥିବା ବେଳେ ଏହାର ସୁଯୋଗ ନେଇଛନ୍ତି ଦୁର୍ବୃତ୍ତ। ସେମାନେପର୍ଜଙ୍ଗ ଥାନା ପରମହଂସପୁରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଦାଦରାଘାଟି ଶାଖାର ଗ୍ରିଲ ତାଡ଼ିଛନ୍ତି।
ଆଜି ସକାଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଏକଥା ଜାଣିବାକୁ ପାଇଥିଲେ। ଏନେଇ ପୁଲିସକୁ ସୂଚନା ଦିଆଯାଇଛି। ବ୍ୟାଙ୍କରୁ କେତେ କଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe