ଢେଙ୍କାନାଳ: ଢେଙ୍କାନାଳରେ ସୋମବାର ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟଠାରେ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସଚେତନ ରଥକୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଲୋକାର୍ପିତ କରିଛନ୍ତି। ବସଷ୍ଟାଣ୍ଡ ଛକଠାରେ ଜିଲ୍ଲାପାଳ ଗୋଲାପ ଫୁଲ ଦେଇ ଯାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଳେଇବାକୁ ସଚେତନ କରାଇଛନ୍ତି।
ଢେଙ୍କାନାଳରେ ସଡ଼କ ସୁରକ୍ଷା ମାସ ପାଳିତ
Advertisment
Follow Us