କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ଶିବୁଳାପଶି ଗ୍ରାମରେ ଏକ ୭ ଫୁଟର ଅଜଗର ସାପ ଦେଖିବାକୁ ମିଳିଥିଲା। ଲୋକମାନେ ଭୟଭୀତ ହୋଇ ଯାଇଥିଲେ। ସେଠାକାର ଲିକୁନ୍ ସାହୁ ଏହି ବିଷୟରେ ଖବର ପାଇ ସେହି ସ୍ଥାନରେ ପହଞ୍ଚି ୱାଇଲ୍ଡ ଲାଇଫ କଞ୍ଜରଭେସନ ଦଳକୁ ଖବର ଦେଇଥିଲେ ୱାଇଲ୍ଡ ଲାଇଫ କଞ୍ଜରଭେସନ ଦଳର ଶିବଦତ୍ତ ମହାପାତ୍ର, ଶୁଭ୍ରାଂଶୁ ସୋମ୍ୟରଞ୍ଜନ ନାୟକ ଏବଂ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିବା ପରେ ସାପଟିର ଚିକିତ୍ସା କରି ଜଙ୍ଗଲରେ ଛାଡ଼ିଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us