କଙ୍କଡାହାଡ଼ ରାମେଶ୍ୱର ଶିବ ମନ୍ଦିରରୁ ବିଳମ୍ବିତ ରାତ୍ରିରେ ଚୋରି, ତଦନ୍ତ କରୁଛି ପୁଲିସ୍‌

Advertisment
କଙ୍କଡାହାଡ଼ ରାମେଶ୍ୱର ଶିବ ମନ୍ଦିରରୁ ବିଳମ୍ବିତ ରାତ୍ରିରେ ଚୋରି, ତଦନ୍ତ କରୁଛି ପୁଲିସ୍‌

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ରାମେଶ୍ୱର ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତ୍ରିରେ ‌ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶିବ ମନ୍ଦିର କମିଟିର ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ବ କରିଛି। ଆଜି ସକାଳୁ ମନ୍ଦିର ପୂଜକ ମନ୍ଦିର ଆସି ଚୋରି ହୋଇଥିବା ଦେଖିବା ପରେ କମିଟିକୁ ଜଣାଇଥିଲେ। ମନ୍ଦିର କମିଟିର କର୍ମକର୍ତ୍ତା ଆସିବା ପରେ ଦେଖିଲେ ମନ୍ଦିରରୁ ପ୍ରାୟ ୧୦ ହଜାର ଉପରେ ଟଙ୍କା ସହିତ ଅନ୍ୟ ମୂର୍ତ୍ତି ଓ ଅଳଙ୍କାର ମଧ୍ୟ ହୋଇଛି ଚୋରି ହୋଇଛି। ଯାହାକୁ ନେଇ କଙ୍କଡାହାଡ଼ ଥାନା ପୁଲିସ ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe