କାମାକ୍ଷାନଗର: କାମାକ୍ଷାନଗର ଥାନା ବାଲିଚତୁରୀ ଗାଁରେ ରବିବାର ସକାଳେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁୂ ହୋଇଛି। କାମାକ୍ଷାନଗର ମେଡ଼ିକାଲରେ ପୁଲିସ ତଦନ୍ତ କରୁଛି। ମୃତକ ବାଲିଚତୁରୀ ଗାଁର ଯୁବକ ସୁଶୀଲ ମଲ୍ଲିକ (୩୪ବର୍ଷ)।
ପରିବାର ଲୋକେ ସୁଶୀଲଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡ଼ିକାଲକୁ ଆଣିଥିବା ବେଳେ ଏଠାରେ ତାଙ୍କର ମୃତ ହୋଇଯାଇଛି। ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ଏହା ଉପରେ କାମାକ୍ଷାନଗର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
Follow Us