ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଇମାଟି ଶଙ୍ଖ ପୋଲିଆ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଏକ ବାଇକ ଖସିଛି। ଏହାଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ସଦର ଥାନା ସାରିଆପଡ଼ା ଗ୍ରାମର ସତ୍ୟରଂଜନ ଦଳେଇ ଓ ବିକାଶ କୁମାର ନାୟକ ବୋଲି ଜଣାଯାଇଛି।
ବ୍ରିଜ ତଳକୁ ଖସିଲା ବାଇକ୍: ଦୁଇ ଆରୋହୀଙ୍କ ମୃତ୍ୟୁ
Advertisment
Follow Us