ଦୁଇଟି ଟ୍ରକ୍ ମୁହାଁମୁହିଁ: ଗାଡ଼ି ଭିତରେ ଫସିରହିଥିଲେ ଚାଳକ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

Advertisment
ଦୁଇଟି ଟ୍ରକ୍ ମୁହାଁମୁହିଁ: ଗାଡ଼ି ଭିତରେ ଫସିରହିଥିଲେ ଚାଳକ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଢେଙ୍କାନାଳ: ଆଜି ସକାଳ ୭ଟା ୨୦ ମିନିଟ୍ ସମୟରେ ଜାତୀୟ ରାଜପଥର ଗୋବିନ୍ଦପୁର ନିକଟରେ ଦୁଇଟି ଟ୍ରକ୍ ମୁହାଁମୁହିଁ ହୋଇଥିଲେ। ଏହାଫଳରେ ଏକ ଟ୍ରକର ଚାଳକ କ୍ୟାବିନରେ ଫସି ରହିଥିଲେ। ଚାଳକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ହାଇଡ୍ରୋଲିକ୍ କଟର ବ୍ୟବହାର କରି ଶେଷରେ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଉଦ୍ଧାର ହୋଇଥିବା ଚାଳକଙ୍କ ନାମ ବୀରେନ୍ଦ୍ର କୁମାର ବର୍ମା। ତାଙ୍କର ବୟସ ୪୫ ବର୍ଷ ଏବଂ ‌ସେ ଉତ୍ତର ପ୍ରଦେଶର ଫରିଦାବାଦର ବାସିନ୍ଦା ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe