Advertisment

Elephant AttackS Woman Death ଢେଙ୍କାନାଳରେ ତୁଟୁନି ହାତୀ-ମଣିଷ ଲଢ଼େଇ, ପୁଣି ଜଣେ ମହିଳାଙ୍କ ଜୀବନ ଗଲା

Advertisment

ତମଣ୍ଡା ଗାଁରେ ପୁଣି ଜଣେ ମହିଳାଙ୍କୁ ଦଳିଦେଲା ଦନ୍ତା। ସ୍ତ୍ରୀ ସୁଷମା ପଧାନଙ୍କୁ ଶୁଣ୍ଢରେ ଟାଣି ଦଳିଦେଇଥିବା ବେଳେ ସ୍ଵାମୀ ଗୁରୁବାରି ପଧାନ ଓ ୭ ବର୍ଷର ଝିଅ ଗଛରେ ଚଢ଼ି ଜୀବନ ବଞ୍ଚାଇଛନ୍ତି l 

ତମଣ୍ଡା ଗାଁରେ ପୁଣି ଜଣେ ମହିଳାଙ୍କୁ ଦଳିଦେଲା ଦନ୍ତା। ସ୍ତ୍ରୀ ସୁଷମା ପଧାନଙ୍କୁ ଶୁଣ୍ଢରେ ଟାଣି ଦଳିଦେଇଥିବା ବେଳେ ସ୍ଵାମୀ ଗୁରୁବାରି ପଧାନ ଓ ୭ ବର୍ଷର ଝିଅ ଗଛରେ ଚଢ଼ି ଜୀବନ ବଞ୍ଚାଇଛନ୍ତି l 

Untitled-3.jpg

Woman dies by attack of elephant Photograph: (sambad.in)

ଢେଙ୍କାନାଳ: ଢେଙ୍କାନାଳରେ ତୁଟୁନି ହାତୀ-ମଣିଷ ଲଢ଼େଇ। ଅକାଳରେ ଯାଉଛି ନିରୀହ ଜୀବନ। ତମଣ୍ଡା ଗାଁରେ ପୁଣି ଜଣେ ମହିଳାଙ୍କୁ ଦଳିଦେଲା ଦନ୍ତା। ଭୋର ୬ଟାରେ ସ୍ବାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ ଚାଲିଚାଲି ଖୁଣ୍ଟୁଝାରି ଗାଁକୁ ଯାଉଥିବା ବେଳେ ଗୋଟିକିଆ ଦନ୍ତା ଆକ୍ରମଣ କରିଥିଲା l ସ୍ତ୍ରୀ ସୁଷମା ପଧାନଙ୍କୁ ଶୁଣ୍ଢରେ ଟାଣି ଦଳିଦେଇଥିବା ବେଳେ ସ୍ଵାମୀ ଗୁରୁବାରି ପଧାନ ଓ ୭ ବର୍ଷର ଝିଅ ଗଛରେ ଚଢ଼ି ଜୀବନ ବଞ୍ଚାଇଛନ୍ତି l 

୨୨ ଦିନରେ ୬ଟି ମୁଣ୍ଡ ଗଲାଣି

ଘଟଣା ସ୍ଥଳରେ ଭାପୁର ଫାଣ୍ଡି ପୁଲିସ ଓ ବନ କର୍ମଚାରୀ ପହଞ୍ଚିଛନ୍ତି l ୨୨ ଦିନରେ ୬ଟି ମୁଣ୍ଡ ଗଲାଣି l

Dubai Gajapati 500 Odia ଦୁବାଇରେ ଫସିଛନ୍ତି ଗଜପତିର ୫୦୦ ଓଡ଼ିଆ, ଚିନ୍ତାରେ ପରିବାର-ପରିଜନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe