ପ୍ରାତଃଭ୍ରମଣ କରୁଥିବା ମହିଳାଙ୍କୁ ଧକ୍କା ଦେଲା ଅଜଣା ଗାଡ଼ି

Advertisment
ଦୁର୍ଘଟଣାରେ ଜଣେ ମୃତ

କାମାକ୍ଷାନଗର: ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭୋର ସମୟରେ ପ୍ରାତଃଭ୍ରମଣରେ ଯାଉଥିବା ଜଣେ ମହିଳାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଜାତୀୟ ରାଜପଥ-୫୩ରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ମହିଳାଜଣକ ଗୁରୁତର ହୋଇଥିଲେ। ମହିଳାଙ୍କ ନାମ ଝୁଲଣା ସାହୁ ବୋଲି ଜଣାଯାଇଛି।

ତାଙ୍କ ଘର ଭୁବନର ଦୁଇ ନମ୍ବର ୱାର୍ଡର କୋହ୍ଲ ସାହିରେ ବୋଲି ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଝୁଲଣାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe