ଢେଙ୍କାନାଳ: ଯୁବକଙ୍କୁ ପିଟିପିଟି ହତ୍ୟା

ମୟୂରଭଂଜ: ବାରିପଦାରେ ମୃତଦେହ ଉଦ୍ଧାର

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ଚାଇଁପୁର ଠାରେ ଜଣେ ଯୁବକଙ୍କୁ ଶୁକ୍ରବାର ପିଟିପିଟି ହତ୍ୟା କରାଯାଇଛି। ସୂଚନା ଅନୁସାରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସୂର୍ଯ୍ୟନାରାୟଣ ମିଶ୍ରଙ୍କୁ କିଛି ଲୋକ ଆଜି ସନ୍ଧ୍ୟାରେ ଆକ୍ରମଣ କରିଥିଲେ। ଘଟଣା ପରେ ସେମାନେ ଫେରାର ହୋଇଯାଇ ଥିଲେ। ପରେ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୂର୍ଯ୍ୟନାରାୟଣଙ୍କୁ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସୂର୍ଯ୍ୟନାରାୟଣଙ୍କ ମୃତ୍ୟୁ ଘଟିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିଛି। ରିପୋର୍ଟ ଲେଖାଯିବା ବେଳକୁ ଚାଇଁପୁରରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe