ଢେଙ୍କାନାଳରେ ରେଳଧାରଣାରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ; ଆତ୍ମହତ୍ୟା ସନ୍ଦେହ

Advertisment
ଢେଙ୍କାନାଳରେ ରେଳଧାରଣାରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ; ଆତ୍ମହତ୍ୟା ସନ୍ଦେହ

www.google.com

ଢେଙ୍କାନାଳ: ଢେଙ୍କାନାଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ସଦର ଥାନା ଭାପୁର ଅଞ୍ଚଳର ଯୁବକ ସୁଶାନ୍ତ ବେହେରା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କୁ ବୟସ ମାତ୍ର ୨୫ ବର୍ଷ। ଗତକାଲି ରାତିରେ ସୁଶାନ୍ତ ସହରର ଶିମିଳିଆ ଓଭର ବ୍ରିଜ ପାଖ ଟ୍ରେନ୍‌ ଲାଇନ୍‌ରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ସେ ସହରର ଆନନ୍ଦ ବଜ଼ାର ଅଞ୍ଚଳରେ ଗତ ୪-୫ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏକ ପୁଅ ମଧ୍ୟ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe