ମୋ ସରକାର ପ୍ରଭାବ: କୋରାପୁଟରେ ଲାଞ୍ଚ ନେଇ ଗିରଫ ହେଲେ ଡାକ୍ତର

Advertisment
୪୦୦ ଲିଟର ଦେଶୀ ମଦ ଜବତ ୨ ଗିରଫ

nayalook.com

କୋରାପୁଟ: ମୋ ସରକାର ପ୍ରଭାବ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଦେଖିବାକୁ ମିଳିଛି। ଶବ ବ୍ୟବଚ୍ଛେଦ ପାଇଁ ୨୫ ଶହ ଟଙ୍କା ଲାଞ୍ଚ ଅଭିଯୋଗରେ ଜଣେ ଡାକ୍ତର ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଡାକ୍ତର ହେଲେ ମନୋଜ କୁମାର ଜେନା।

ସୂଚନାଯୋଗ୍ୟ ଗତ ୬ ତାରିଖରେ ଏକ ଶବ ବ୍ୟବଚ୍ଛେଦ ରିପୋର୍ଟ ଲାଗି ଡାକ୍ତର ମନୋଜ କୁମାର ଜେନା ୨୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ଘଟଣା ସହ ସଂପୃକ୍ତି ଥିବା ଅଭିଯୋଗରେ ଜଣେ ପୁଲିସ ଏସ୍‌ଆଇ ଗିରଫ ହୋଇଛନ୍ତି। ଆମ୍ବାଗୁଡ଼ା ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକ ଗିରଫ ଓ ଚାକିରିରୁ ନିଲମ୍ବିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe