ଗଞ୍ଜାମ: ଅଜଣା ଜନ୍ତୁ ଆକ୍ରମଣରେ ୧୨ ଛେଳି ମୃତ

Advertisment
ଗଞ୍ଜାମ: ଅଜଣା ଜନ୍ତୁ ଆକ୍ରମଣରେ ୧୨ ଛେଳି ମୃତ

ଗଞ୍ଜାମ: ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଥାନା ଅନ୍ତର୍ଗତ ଖାଇଲୁଡ଼ି ଗ୍ରାମରେ କୌଣସି ଅଜଣା ଜନ୍ତୁ ଆକ୍ରମଣରେ ୧୨ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଚନ୍ଦ୍ରଗିରି ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ୍‌ ଖାଇଲୁଡ଼ି ଗ୍ରାମରେ ପହଞ୍ଚି ମୃତ ଛେଳିଗୁଡ଼ିକର ଶବ ବ୍ୟବଛେଦ ପାଇଁ ପଠାଇବା ସହିତ କେଉଁ ଜନ୍ତୁ ଏହି ଛେଳିଗୁଡ଼ିକୁ ମାରିଛନ୍ତି ତାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe