କୋଇଲା ଖଣି ଚୋରିର ଡ୍ରୋନ ସର୍ଭେ ଆରମ୍ଭ ହେଲା

Advertisment

ସୁନ୍ଦରଗଡ଼ ଜିଲ୍ଲାରେ କୋଇଲା ଖଣି ଚୋରିର ଡ୍ରୋନ ସର୍ଭେ ଆରମ୍ଭ ହୋଇଯାଇଛି।  ଭୁବନେଶ୍ବରରୁ ଆସିଥିବା ସ୍ବତନ୍ତ୍ର ଏନଫର୍ସମେଣ୍ଟ ଦ୍ବାରା ଏହି ଡ୍ରୋନ ସର୍ଭେ ଆରମ୍ଭ ହୋଇଥିବା ସୂଚନା ରହିଛି।

ସୁନ୍ଦରଗଡ଼ ଜିଲ୍ଲାରେ କୋଇଲା ଖଣି ଚୋରିର ଡ୍ରୋନ ସର୍ଭେ ଆରମ୍ଭ ହୋଇଯାଇଛି।  ଭୁବନେଶ୍ବରରୁ ଆସିଥିବା ସ୍ବତନ୍ତ୍ର ଏନଫର୍ସମେଣ୍ଟ ଦ୍ବାରା ଏହି ଡ୍ରୋନ ସର୍ଭେ ଆରମ୍ଭ ହୋଇଥିବା ସୂଚନା ରହିଛି।

ଗଜୁିଚଳ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କୋଇଲା ଖଣି ଚୋରିର ଡ୍ରୋନ ସର୍ଭେ ଆରମ୍ଭ ହୋଇଯାଇଛି।  ଭୁବନେଶ୍ବରରୁ ଆସିଥିବା ସ୍ବତନ୍ତ୍ର ଏନଫର୍ସମେଣ୍ଟ ଦ୍ବାରା ଏହି ଡ୍ରୋନ ସର୍ଭେ ଆରମ୍ଭ ହୋଇଥିବା ସୂଚନା ରହିଛି।

ତେବେ କେତେ ପରିମାଣର ଖଣି ଲୁଟ୍‌ ହୋଇଛି; ତାହାର ଆକଳନ କରିବା ପାଇଁ ଡ୍ରୋନ ସାହାଯ୍ୟରେ ସର୍ଭେ ଆରମ୍ଭ କରିଛି ଟିମ୍‌। ଗତକାଲି ଟିମ୍‌ ଚାଲି ଚାଲି ତଦନ୍ତ କରିଥିଲେ ।

ଏକ ୯ ଜଣିଆ ସ୍ବତନ୍ତ୍ର ଟିମରେ ଦୁଇ ଖଣି ଉପ ନିର୍ଦ୍ଦେଶକ, ଜଣେ ଭୂତତ୍ତ୍ବ ଉପ ନିର୍ଦ୍ଦେଶକ, ଜଣେ ମାଇନିଂ ଅଧିକାରୀ ଏବଂ ୫ ପୁଲିସ କର୍ମଚାରୀ ସାମିଲ ରହିଛନ୍ତି।  ରାଜସ୍ବ ଏବଂ ବନ ବିଭାଗ ସହଯୋଗରେ ଚାଲିଛି ତନାଘନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe