ମାଁ ଦୁର୍ଗତିନାଶିନୀଙ୍କ ମହା ସପ୍ତମୀ ପୂଜା

Advertisment
ମାଁ ଦୁର୍ଗତିନାଶିନୀଙ୍କ ମହା ସପ୍ତମୀ ପୂଜା

Indiablooms

ପଣ୍ଡୁଆ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ପଣ୍ଡୁଆ ବଜାରରେ ଆଜି ଠାରୁ ମାଁ ଦୁର୍ଗତିନାଶିନୀ ଦୁର୍ଗାଙ୍କର ମହା ସପ୍ତମୀ ପୂଜା ନିରାଡମ୍ବର ଭାବେ ଆରମ୍ଭ ହୋଇଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ସାଜ ସଜା ନହିଁ କି ସର୍ବସାଧାରଣ ଦର୍ଶନ ନାହିଁ। କେବଳ କର୍ତ୍ତା, ପୂଜକ, ବାରିକ ଓ ସହାୟତାକାରୀଙ୍କୁ ନେଇ ପୂଜା ହେଉଅଛ। ଚଳିତ ବର୍ଷ ମଧ୍ୟ ଭସାଣି ଯାତ୍ରା ହେବ ନାହିଁ ବୋଲି ପୂଜା କମିଟି ପକ୍ଷରୁ ଜଣାଯାଇଛି। ମା’ଙ୍କର ପୂଜା ଯାଥା ରୀତି ମତେ ୪ ଦିନ ଧରି ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe