ବିଦ୍ୟୁତ୍ ଆଘାତରେ ମହିଳା ମୃତ

Advertisment
ବିଦ୍ୟୁତ୍ ଆଘାତରେ ମହିଳା ମୃତ

VectorStock

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଭଇଁରିଗୁଡ଼ା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗାଁର ତୁଲସା ଚଲାନଙ୍କ ଘରେ ଲାଗିଥିବା ଲୁହା କବାଟରେ ବିଦ୍ୟୁତ ତାର ଲାଗି ବିଦ୍ୟୁତ ପ୍ରବାହ ହେଉଥିଲା। ତୁଲସା କବାଟକୁ ଧରିଦେବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ।

ତାଙ୍କୁ ତୁରନ୍ତ ଜୁନାଗଡ଼ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe