ବିଦ୍ୟୁତ୍ କର୍ମଚାରୀଙ୍କୁ ଆକ୍ରମଣ, ୨ ଗିରଫ

Advertisment
କ୍ୟାପିଟାଲ କ୍ରାଇମ: ସରକାରୀ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ,୨ ଗିରଫ

ବରଗଡ଼: ଗତ ଫେବ୍ରୁଆରି ୨୭ ତାରିଖ ବିଦ୍ୟୁତ ବିଲ୍‌ ପୈଠ ନକରି ବିଦ୍ୟୁତ କର୍ମଚାରୀଙ୍କୁ ଧମକଚମକ ଦେବା ମାମଲାରେ ୨ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଏସ୍‍. ଡୁମେରପାଲି ଗ୍ରାମର ତୁଳସୀରାମ ସାହୁ ଏବଂ ପ୍ରଦୀପ ସାହୁ। ସରଣ୍ଡାପାଲି ୩୩/୧୧ କେଭି ଗ୍ରିଡ୍‌ ଘେରାଉ କରାଯାଇଥିଲା।

ସେହି ସମୟରେ ଅଧିକାରୀ ଜସମିତ୍‍ ସିଂ ଛାବ୍ରାଙ୍କୁ ମାଡ୍‌ପିଟ୍‌ କରାଯାଇଥିଲା। ଏନେଇ ବରପାଲି ଥାନାରେ ମାମଲା ରୁଜୁ ହୋଇଥିଲା। ମାମଲାର ଛାନ୍‌ଭିନ୍‌ କରି ପୁଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe