ଫେବ୍ରୁଆରି ୧୫ ପୂର୍ବରୁ ବକେୟା ବିଲ୍‌ ନ ଦେଲେ ବ୍ରହ୍ମପୁରରେ ବିଦ୍ୟୁତ କାଟିବ ସାଉଥ୍‌କୋ

ଟିପିଏସ୍‌ଓଡିଏଲ୍‌ ଉପରେ ବର୍ଷିଲା ଶକ୍ତି ବିଭାଗ: ସରକାର ସବୁ ସୁବିଧା କଲେ, ପୁଣି ୪୧% କ୍ଷତି କାହିଁକି?

shutterstock.com

ଭୁବନେଶ୍ୱର: ବ୍ରହ୍ମପୁର ସହରରେ ଲକ୍ଷାଧିକ ଉପଭୋକ୍ତା ବିଦ୍ୟୁତ ବିଲ୍‌ ପୈଠ କରି ନାହାନ୍ତି। ବିଦ୍ୟୁତ୍‌ ବିଲ୍‌ ନିର୍ଦ୍ଧାରିତ ସମୟରେ ପୈଠ କରିବାକୁ ସାଉଥ୍‌କୋ ଆଜି ଉପଭୋକ୍ତାଙ୍କୁ ପରାମର୍ଶ ଦେଇଛି। ସାଉଥ୍‌କୋ ପକ୍ଷରୁ କୁହାଯାଇଛି କି ଫେବ୍ରୁଆରି ୧୫ ପୂର୍ବରୁ ବକେୟା ବିଲ ନଦେଲେ ବ୍ରହ୍ମପୁର ସହରରେ ଉପଭୋକ୍ତାଙ୍କ  ବିଦ୍ୟୁତ୍‌ ସଂଯୋଗ କଟାଯିବ।

ସୂଚନାଯୋଗ୍ୟ, ସାଉଥ୍‌କୋ ଡିଭିଜନରେ ମୋଟ ୧୫ ଲକ୍ଷ ୭୩ ହଜାର ୮୧୩ ଉପଭୋକ୍ତାଙ୍କର ବକେୟା ରହିଛି। ଏହି ଉପଭୋକ୍ତାମାନେ ମୋଟ ୧୩୭୪ କୋଟି ୨୬ ଲକ୍ଷ ଟଙ୍କା ବିଦ୍ୟୁତ ବିଲ୍‌ ଦେଇ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe