ଘର ସମ୍ମୁଖରେ ରଖାଯାଇଥିଲା ବ୍ୟାଟେରୀ ଚାଳିତ ଗାଡ଼ି, ହଠାତ୍‌ ଜଳିଗଲା

Advertisment
ଘର ସମ୍ମୁଖରେ ରଖାଯାଇଥିଲା ବ୍ୟାଟେରୀ ଚାଳିତ ଗାଡ଼ି, ହଠାତ୍‌ ଜଳିଗଲା

ଗଁଦିଆ: ଘର ସମ୍ମୁଖରେ ଛିଡ଼ା ହୋଇଥିବା ବ୍ୟାଟେରୀ ଚାଳିତ ବାଇକ୍‌ ହଠାତ୍‌ ଜଳିଯାଇଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ସାନ୍ଦାପସୀପାଟଣା ଗ୍ରାମର ଆଜି ଏଭଳି ଘଟଣା ଘଟିଛି।

ସୂଚନା ଅନୁସାରେ ଗାଁର ପିଣ୍ଟୁ ରାଉତ ଅଳ୍ପ ଦିନ ପୂର୍ବରୁ ଏକ ବ୍ୟାଟେରୀ ଚାଳିତ ଗାଡ଼ି (ସ୍କୁଟି) କିଣିଥିଲେ।  ଆଜି ସେ କୌଣସି କାମରେ ବାହାରକୁ ଯିବା ପାଇଁ ଘର ଆଗରେ ଗାଡ଼ି ରଖିଥିଲେ। ହେଲେ ହଠାତ ଗାଡିର ବ୍ୟା‌ଟେରୀ ଫାଟି ଯିବା ଫଳରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ଗାଡ଼ିଟି ସଂପୂର୍ଣ୍ଣ ରୂପେ ପୋଡ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe