Plantix
ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ ଗୌଣିଘସା ପଞ୍ଚାୟତ ଅର୍ଜୁନଚୁଆ ଗ୍ରାମର ବୀରସିଂ ମୁର୍ମୁଙ୍କ ବିଲରେ ପଶି ଧାନ ଫସଲ ନଷ୍ଟ କରିଛନ୍ତି ହାତୀ। ଗତକାଲି ରାତିରେ ଦୁଇଟି ବଣୁଆ ହାତୀ ଶ୍ରୀ ମୁର୍ମୁଙ୍କ ଜମିରେ ପଶି ଧାନ ଖାଇବା ସହ ଦଳିଚକଟି ଫସଲ ନଷ୍ଟ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ବନ ବିଭାଗ ପକ୍ଷରୁ ସହାୟତା ପ୍ରଦାନ ସହ ହାତୀ ଘଉଡ଼ାଇବା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି।
Follow Us