କୁଆଁରମୁଣ୍ଡା: ହାତୀ ଆକ୍ରମଣରେ ଯୁବକ ମୃତ

Advertisment
କୁଆଁରମୁଣ୍ଡା: ହାତୀ ଆକ୍ରମଣରେ ଯୁବକ ମୃତ

କୁଆାଁରମୁଣ୍ଡା: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଝାରବେଡ଼ା ନିକଟସ୍ଥ କୁତୁକୁଲି ବସ୍ତିରେ ପଶି ଏକ ହାତୀ ଜଣେ ଯୁବକଙ୍କୁ ଦଳି ମାରିଦେଇଛି। ମୃତ ଯୁବକ ଜଣକ ହେଉଛନ୍ତି ନବୀନ କେରକେଟା। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ନବୀନ ଘରେ ଶୋଇଥିିବା ବେଳେ ହାତୀଟି ତାଙ୍କ ମାଟି ଘର କାନ୍ଥ ଭାଙ୍ଗି ଭିତରେ ପଶି ତାଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଗୁରୁତର ନବୀନଙ୍କୁ ବନବିଭାଗ ଉଦ୍ଧାର କରି ରାଉରକେଲାର ଆଇଜିଏଚ୍‌ରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe