ପରିବେଶ ଓ ପ୍ରଦୂଷଣ ମଂଜୁରୀ ନାଁରେ ଲଟକିଛି ପଥର କୁଆଁରି ଓ ବାଲି ପଟା, ବିନା ମଞ୍ଜୁରୀରେ ବ୍ୟାପକ ଚାଲାଣ

Advertisment

ଜିଲ୍ଲାରେ ସର୍ବାଧିକ ୧୪ଲକ୍ଷ ୩୦ହଜାର ଜୋରିମାନା ଆଦାୟ

ଜିଲ୍ଲାରେ ସର୍ବାଧିକ ୧୪ଲକ୍ଷ ୩୦ହଜାର ଜୋରିମାନା ଆଦାୟ

ପରିବେଶ ଓ ପ୍ରଦୂଷଣ ମଂଜୁରୀ ନାଁରେ ଲଟକିଛି ପଥର କୁଆଁରି ଓ ବାଲି ପଟା, ବିନା ମଞ୍ଜୁରୀରେ ବ୍ୟାପକ ଚାଲାଣ

ଜୟପୁର: ଜୟପୁର ତହସିଲରେ ବିନା ପରିବେଶ ଓ ପ୍ରଦୂଷଣ ମଞ୍ଜୁରୀ ନ ହୋଇ ବି ବହୁ ପଥର କୁଆଁରି ଓ ବାଲିପଟାରୁ ବ୍ୟାପକ ଭାବେ ପଥର ଓ ବାଲି ଚାଲାଣ ହେଉଛି। ଏପରିକି ଗତ ୬ମାସରେ ଜୟପୁର ତହସିଲ ଅଞ୍ଚଳରୁ ଏଭଳି ପଥର ଓ ବାଲି ଚୋରା ଚାଲାଣ ବେଳେ ଟ୍ରାକ୍ଟର ଓ ଟ୍ରକ ଆଦି ଧରି ଜିଲ୍ଲାର ସର୍ବାଧିକ ୧୪ଲକ୍ଷ ୩୦ହଜାର ଟଙ୍କାର ଜୋରିମାନା ଆଦାୟ କରିଥିବା କହିଛନ୍ତି ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର।
ଏପରିକି ଗତକାଲି ବି ଗୋଟିଏ ଚିପସ୍ ବୋଝେଇ ଟ୍ରାକ୍ଟରରୁ ୨୦ହଜାରର ଜରିମାନା ଆଦାୟ କରାଯାଇଛି। ଏତେ ପରିମାଣର ଜୋରିମାନା ଆଦାୟ କରାଯିବା ନିହାତି ରୁପେ ସ୍ବାଗତଯୋଗ୍ୟ। ତେବେ ନ୍ୟାସ୍ତସ୍ବାର୍ଥ ବ୍ୟକ୍ତିମାନେ ଜିଲ୍ଲାର ପରିବେଶ ଓ ପାହାଡ, ନଦୀ, ନାଳର ପଟାରୁ ବାଲି ଚୋରି କରି ନେଉଥିବା ଏଥିରୁ ସ୍ପଷ୍ଟ ରୁପେ ପ୍ରମାଣିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe