ନାବାଳିକାଙ୍କୁ ଦୁଷ୍କର୍ମ: ପୂର୍ବତନ ୱାର୍ଡମେମ୍ବର ଗିରଫ

Advertisment
ନାବାଳିକାକୁ ଅପହରଣ ଅଭିଯୋଗ, ଦୁଇ ଅଟକ

DNA India

ବଣାଇଁଗଡ଼ (ସୁନ୍ଦରଗଡ଼): କୋଇଡ଼ା ଥାନା ଅନ୍ତର୍ଗତ ପାନପୋଷିଆ ଗ୍ରାମରେ ଜନୈକା ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସେହି ଗ୍ରାମର ଜଣେ ପୂର୍ବତନ ୱାର୍ଡମେମ୍ବରକୁ ପୁଲିସ ଗିରଫ କରିଛି। ଗତକାଲି ନାବାଳିକା ଜଣଙ୍କ ବାଡିରେ କାମ କରୁଥିଲାବେଳେ ୫୦ ବର୍ଷର ପୂର୍ବତନ ଓ୍ବାର୍ଡମେମ୍ବର ସେଠାକୁ ଯାଇ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା। ଆଜି ପୀଡ଼ିତାଙ୍କ ପରିବାର ପକ୍ଷରୁ କୋଇଡ଼ା ଥାନାରେ ଏକ ଏତଲା ହେବା ପରେ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe