ନୟାଗଡ଼ ଜିଲ୍ଲାପାଳଙ୍କ ନାମରେ ଅନ୍‌ଲାଇନ୍‌ ଠକେଇ ଉଦ୍ୟମ 

Advertisment
ସାମ୍ବାଦିକ ଓ ରାଜନେତାଙ୍କୁ ଟାର୍ଗେଟ କରିବା ପାଇଁ ପେଗାସସ୍ ଭଳି ସଫ୍ଟୱେର ବ୍ୟବହାର କରାଯାଉଛି

Image Source: ET-Tech

ନୟାଗଡ଼: ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନାମରେ କେହି ସାଇବର ଠକ ଠକେଇ ଉଦ୍ୟମ କରୁଛି।  ଜିଲ୍ଲାପାଳଙ୍କ ନାମରେ ଏକ ମେଲ୍‌ ଆଇଡି ଖୋଲି ଏଥିରୁ କିଛି ଲୋକଙ୍କୁ ଆମାଜନ୍‌ ଗିଫ୍ଟ୍‌ କାର୍ଡ ପାଇଁ ଟଙ୍କା ପ୍ରଦାନ କରିବାକୁ ମେଲ୍‌ ପଠାଇଛି । ଜିଲ୍ଲାପାଳ ଏ ବିଷୟରେ ଅବଗତ ହେବା ପରେ ଆଜି ରାତି ପ୍ରାୟ ୧୦ଟାରେ ଟୁଇଟ୍‌ କରି ଏସମ୍ପର୍କରେ ନୟାଗଡ଼ ଏସ୍‌ପିଙ୍କୁ ଜଣାଇଛନ୍ତି। ଏସ୍‌ପି ଏହାର ଅନୁସନ୍ଧାନ କରୁଥିବା ଜଣାଯାଇଛି। ତାଙ୍କ ନାମରେ ଏଭଳି ମେଲ୍‌ ପାଇଥିବା ବ୍ୟକ୍ତିମାନଙ୍କୁ ଏହି ମିଛ ମେଲ୍‌କୁ ଅଣଦେଖା କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe