ଲୋକଗୀତ ଗବେଷଣା ପାଇଁ ପଦ୍ମିନୀଙ୍କୁ ଫେଲୋସିପ୍‌

ଲୋକଗୀତ ଗବେଷଣା ପାଇଁ ପଦ୍ମିନୀଙ୍କୁ ଫେଲୋସିପ୍‌

ସମ୍ବଲପୁର: ଲୋକପ୍ରିୟ ସମ୍ବଲପୁରୀ କଣ୍ଠଶିଳ୍ପୀ ପଦ୍ମିନୀ ଦୋରାଙ୍କୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଲୋକଗୀତ କ୍ଷେତ୍ରରେ ଗବେଷଣା ନିମନ୍ତେ ସିନିୟର ଫେଲେସିପ୍ ମିଳିଛି। ୨୦୨୨ ମସିହା ପାଇଁ ପଦ୍ମିନୀଙ୍କୁ ଏହି ଫେଲୋସିପ୍ ମିଳିଛି। ୨ ବର୍ଷ ପର୍ଯ୍ୟନ୍ତ ଗବେଷଣା ନିମ‌ନ୍ତେ ତାଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ମିଳିବ।

ଏହା ପୂର୍ବରୁ ସେ ୨୦୧୨ ମସିହାରେ ସେ ଜୁନିୟର ଫେଲୋସିପ୍ ବି ପାଇଥିଲେ। ଏହି ବର୍ଷ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଉସ୍ତାଦ ବିଶମିଲ୍ଲାହ ଖାନ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe