ବଅଁରପାଳ:ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ନରେନ୍ଦ୍ରପୁର୍ ଗ୍ରାମର ବାଲିହାଟିଙ୍ଗରେ ଘରେ ରୋଷେଇ ଚୁଲାରୁ ଅଗ୍ନିକାଣ୍ଡ ଘଟି ଚାରି ପରିବାରର ସାତ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡସ୍ଥଳରେ ଦୁଇଟି ଦମକଳ ଗାଡି ପହଞ୍ଚି ଅଗ୍ନିକାଣ୍ଡକୁ ଆୟତ୍ତ କରିବାରେ ସଫଳ ହୋଇଛି।
ରୋଷେଇ ଚୂଲାରୁ ଅଗ୍ନିକାଣ୍ଡ, ଜଳିଗଲା ସାତ ବଖରା ଘର
Advertisment
Follow Us